ସାରିକ Sārika
- ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ+କର୍ତ୍ତ. ଅକ; +ଅ; ଏମାନେ ବେଶି ପରିମାଣରେ ଓ ଅନେକ ଥର ଝାଡ଼ା ଫେରିବାରୁ) — ପକ୍ଷି— ବିଶେଷ; ସାରି ପକ୍ଷୀ — The myna bird; Gracula Religeosa
- ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ+କର୍ତ୍ତ. ଅକ; +ଅ; ଏମାନେ ବେଶି ପରିମାଣରେ ଓ ଅନେକ ଥର ଝାଡ଼ା ଫେରିବାରୁ) — ବଣି ଚଢ଼େଇ — The common myna; Aceridotherus Tristis
- ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ+କର୍ତ୍ତ. ଅକ; +ଅ; ଏମାନେ ବେଶି ପରିମାଣରେ ଓ ଅନେକ ଥର ଝାଡ଼ା ଫେରିବାରୁ) — ପାଶଗୁଟିକା — The balls used in the game of dice
- ସଂ. ବି (ସୃ ଧାତୁ ଣିଚ୍ ସାରି ଧାତୁ+କର୍ତ୍ତ. ଅକ; +ଅ; ଏମାନେ ବେଶି ପରିମାଣରେ ଓ ଅନେକ ଥର ଝାଡ଼ା ଫେରିବାରୁ) — ବେହେଲାର ଧନୁ — The bow of a violin
- ବିଣ — (ସାରିକୁ) ସାରକର ସ୍ତ୍ରୀ ଲିଙ୍ଗ — The feminine of 'Sāraka'