ସାରଦା Sāradā
- ସଂ. ବିଣ. ସ୍ତ୍ରୀ — ସାରଦାତ୍ରୀ; ସାରଦ ଶବ୍ଦର ସ୍ତ୍ରୀଲିଙ୍ଗ — Feminine of Sārada
- ବି — ସରସ୍ୱତୀ; ବାଗ୍ଦେବୀ [ଶବ୍ଦରତ୍ନାବଳୀ] — The Goddess of learning
- ବି — ଦୁର୍ଗା [ତିଥ୍ୟାଦି ତତ୍ତ୍ୱ] — Goddess Durgā
- ଦେ. ବି — ଲିପିବିଶେଷ — Name of a script
- ଦେ. ବି — [ଦ୍ର—ଗୁପ୍ତ ବଂଶର ଅବନତି ପରେ ଗୁପ୍ତ ଲିପିରୁ ଶ୍ରୀହର୍ଷ, ଓ କୁଟୀର ପ୍ରଭୃତି ଲିପି ଉତ୍ତର ଓ ପଶ୍ଚିମ ଭାରତରେ ପ୍ରଚଳିତ ହେଲା। କାଶ୍ମୀରୀ, ଗୁରୁମୁଖୀ ଓ ସିନ୍ଧୀ ଅକ୍ଷରମାନ ସାରଦା ଲିପିରୁ ଅନୁକୃତ—ବିଶ୍ୱକୋଷ।]
- ଦେ. ବି — (ପୁଂ ଓ ସ୍ତ୍ରୀ) ଲୋକଙ୍କୁ ଦିଆଯିବା ନାମ — A name given to males and females
- ବୈଦେ. ବି (ଫା) — ବେହେଲା ପରି ତନ୍ତ୍ରୀ ଯନ୍ତ୍ର ବିଶେଷ — A sort of guitar or violin