ସାବୁଦା Sābudā
- ବୈଦେ. ବିଣ. (ଆ. ସାବିତ୍=ପ୍ରମାଣିତ) — ପ୍ରମାଣିତ; ସାବ୍ୟସ୍ତ — Proved; evident
- ବୈଦେ. ବିଣ. (ଆ. ସାବିତ୍=ପ୍ରମାଣିତ) — ନର୍ଦ୍ଧାରିତ — Settled; ascertained
- ବୈଦେ. ବିଣ. (ଆ. ସାବିତ୍=ପ୍ରମାଣିତ) — ନିଶ୍ଚିତ — Certain
- ବୈଦେ. ବିଣ. (ଆ. ସାବିତ୍=ପ୍ରମାଣିତ) — ଠିକ୍ — Right; correct
- ବୈଦେ. ବିଣ. (ଆ. ସାବିତ୍=ପ୍ରମାଣିତ) — ସମ୍ପୂର୍ଣ୍ଣ — Complete
- ବୈଦେ. ବିଣ. (ଆ. ସାବିତ୍=ପ୍ରମାଣିତ) — ସାଙ୍ଗ — With all the parts complete
- ବୈଦେ. ବି. (ଆ. ସାବୁତ୍=ପ୍ରମାଣ) — ପ୍ରମାଣ — Evidence