ସାବନା Sābanā

  • ଦେ. ବିଣ. ପୁଂ. (ସଂ. ଶ୍ୟାବ=କୃଷ୍ଣ ପୀତବର୍ଣ୍ଣ) — ଯାହାର ଦେହ ଅତି କଳା ବା ଅତି ଗୋରା ନୁହେଁ; ଶାମବର୍ଣ୍ଣ ଶରୀର ବିଶିଷ୍ଟ; ଫକା କଳା — Brown; brunette; of dark complexion; having complexion which is midway between dark and fair; medium-complexioned