ସାପ ଗାତ Sāpa gāta
- ଦେ. ବି. (ସଂ. ସର୍ପ+ଗର୍ତ୍ତ) — ସର୍ପମାନେ ଯେଉଁ ଗର୍ତ୍ତରେ ରହନ୍ତି — A hole inhabited by a snake
- ଦେ. ବି. (ସଂ. ସର୍ପ+ଗର୍ତ୍ତ) — [ଦ୍ର—ସର୍ପମାନେ ରହିବା ପାଇଁ ନିଜେ ଗର୍ତ୍ତ ଖୋଳି ପାରନ୍ତି ନାହିଁ। ସେମାନେ ମୂଷା ଆଦିଙ୍କ ଗର୍ତ୍ତ ବା ଗଛର କୋରଡ଼ ବା ପଥର ଖୋଲରେ ରହନ୍ତି।]