ସାନ ପୁଅ Sāna pua

  • ଦେ. ବି. ପୁଂ — କନିଷ୍ଠ ପୁତ୍ର — Youngest son
  • ଦେ. ବି. ପୁଂ — [ଦ୍ର—ଏହିପରି ସାନ ଝିଅ, ସାନ ଭାଇ ଭଉଣୀ, ସାନ ବୋହୂ, ସାନ ମାମୁଁ, ସାନ ମାଉସୀ ଇତ୍ୟାଦି ହୁଏ।]