ସାତ ସାଇ Sāta sāi
- ଦେ. ବି — ପୁରୀ ସହରର ଆଦିମ 7 ଗୋଟି ବସ୍ତି — ପୁରୀ ସହରର ଆଦିମ7ଗୋଟି ବସ୍ତି— The original 7 hamlets or quarters of the Puri town
- ଦେ. ବି — [ଦ୍ର— ଦୋଳମଣ୍ଡପ ସାଇ, କୁଣ୍ଢେଇବେଣ୍ଟସାଇ, ମାର୍କଣ୍ଡେଶ୍ୱର ସାଇ, ଚୁଡ଼ଙ୍ଗ ସାଇ, ବାଲି ସାଇ, ହରଚଣ୍ଡୀ ସାଇ, ବାସେଳୀ ସାଇ। ପୁରୀ ସହରରେ 7 ଗୋଟି ସାଇ ଓ 42 ଗୋଟି କନ୍ଦିଥିବାର ପ୍ରବାଦ ଅଛି, କିନ୍ତୁ ବର୍ତ୍ତମାନ ସାଇ ସଂଖ୍ୟା ତତୋଽଧିକ ହୋଇଅଛି।] — [ଦ୍ର— ଦୋଳମଣ୍ଡପ ସାଇ, କୁଣ୍ଢେଇବେଣ୍ଟସାଇ, ମାର୍କଣ୍ଡେଶ୍ୱର ସାଇ, ଚୁଡ଼ଙ୍ଗ ସାଇ, ବାଲି ସାଇ, ହରଚଣ୍ଡୀ ସାଇ, ବାସେଳୀ ସାଇ ପୁରୀ ସହରରେ7ଗୋଟି ସାଇ ଓ42ଗୋଟି କନ୍ଦିଥିବାର ପ୍ରବାଦ ଅଛି, କିନ୍ତୁ ବର୍ତ୍ତମାନ ସାଇ ସଂଖ୍ୟା ତତୋଽଧିକ ହୋଇଅଛି]