ସାଞ୍ଜୁ Sān̄ju
- ଦେ. ବି (ସଂ. ସଜ୍ଜା; ସଜ୍ଜନ) — ଯୋଦ୍ଧାର ଦେହରକ୍ଷକ ପୋଷାକ — Armour
- ଦେ. ବି (ସଂ. ସଜ୍ଜା; ସଜ୍ଜନ) — (ଉ—ସହସ୍ର ଦଶ ଘୋଡ଼ା ଲଗାଇ ସାଞ୍ଜୁକୁ। କୃଷ୍ଣସିଂହ, ମହାଭାରତ, ବନ।)
- ଦେ. ବି (ସଂ. ସଜ୍ଜା; ସଜ୍ଜନ) — ତନୁତ୍ରାଣ; କବଚ; ବର୍ମ — Coat of mail; a protective armowr of a warrior
- ଦେ. ବି (ସଂ. ସଜ୍ଜା; ସଜ୍ଜନ) — (ଉ— ଏବେ ତୁମ୍ଭମାନେ ସାଞ୍ଜୁ ଅଙ୍ଗରେ ଭରି। କୃଷ୍ଣସିଂହ, ମହାଭାରତ, ବନ।)
- ଦେ. ବି (ସଂ. ସଜ୍ଜା; ସଜ୍ଜନ) — ପକ୍ଷ — Wing
- ଦେ. ବି (ସଂ. ସଜ୍ଜା; ସଜ୍ଜନ) — (ଉ—ବଳ ହିମନ୍ତ ପର୍ବତ ପ୍ରବଳ ବାତଜନିତ ହେବାରୁ ସାଞ୍ଜୁ ତଡ଼ିତ ରାକ୍ଷସ ବଂଶେ। ଭଞ୍ଜ, ବୈଦେହୀଶବିଳାସ।)