ସଶଙ୍କ Saṡaṅka

  • ସଂ. ବିଣ. ପୁଂ (ବହୁବ୍ରୀହି; ସ=ସହ+ଶଙ୍କା) — ଶଙ୍କାଯୁକ୍ତ; ଭୀରୁ — Frightened; terrified; apprehensive
  • ସଂ. ବିଣ. ପୁଂ (ବହୁବ୍ରୀହି; ସ=ସହ+ଶଙ୍କା) — ଶଙ୍କାଉତ୍ପାଦନକାରୀ — Causing fear or apprehension