ସଲଜା Salajā

  • ଦେ. ବିଣ. ପୁଂ (ସଂ. ସଲଜ୍ଜ) — ସଲଜ୍ଜ; ଲଜ୍ଜାଯୁକ୍ତ — Modest; bashful
  • ଦେ. ବିଣ. ପୁଂ (ସଂ. ସଲଜ୍ଜ) — ଲଜ୍ଜିତ — Ashamed
  • ଦେ. ବିଣ. ପୁଂ (ସଂ. ସଲଜ୍ଜ) — [ଉ—ସଲଜ ବାଏ ନିଲଜ ଗାଏ, ଅତି ଅଲାଜୁକ ନାଚିନାଚି ଯାଏ—ଢଗ]