ସର୍ବେ Sarbe
- ଦେ. ସର୍ବ (ସଂ. ସର୍ବ ଶବ୍ଦର ପୁଂଲିଙ୍ଗ ନିତ୍ୟ ବହୁବଚନ) — ସମସ୍ତେ — All
- ଦେ. ସର୍ବ (ସଂ. ସର୍ବ ଶବ୍ଦର ପୁଂଲିଙ୍ଗ ନିତ୍ୟ ବହୁବଚନ) — ସବୁ ବ୍ଯକ୍ତିମାନେ — All men
- ଦେ. ସର୍ବ (ସଂ. ସର୍ବ ଶବ୍ଦର ପୁଂଲିଙ୍ଗ ନିତ୍ୟ ବହୁବଚନ) — ସବୁ ପ୍ରାଣୀମାନେ — All beings
- ବୈଦେ. ବି (ଇ. ସର୍ଭେ) — ସର୍ଭେ (ଦେଖ) — Sarbhe (See)