ସରିତ୍ Sarit

  • ସଂ. ବି (ସୃ ଧାତୁ=କରିବା+କର୍ତ୍ତୃ ଇତ୍) ନଦୀ — River
  • ସଂ. ବି (ସୃ ଧାତୁ=କରିବା+କର୍ତ୍ତୃ ଇତ୍) ସୂତ୍ର — String; thread
  • ସଂ. ବି (ସୃ ଧାତୁ=କରିବା+କର୍ତ୍ତୃ ଇତ୍) ଦୁର୍ଗା — Goddess Durgā