ସରସିଆ Sara-sia

  • ପ୍ରାଦେ (ଖଡ଼ିଆଳ) ବିଣ (ସଂ. ସଦୃଶ) — ସମାନ; ସଦୃଶ — Equal; similar
  • ବି — ସୋରିଷିଆ; କବାଟରେ ଲାଗିଥିବା ଶିକୁଳିର ମୂଳ ଅଂଶ, ଯାହା କବାଟରେ ମରାଯାଇ ଥାଏ — The hasp of a door chain
  • ବି — କବାଟରେ ବା ସିନ୍ଦୁକରେ ମରାଯାଇ ଥିବା ଶିକୁଳିର କୁହୁଣ୍ଡା, ଯାହା ଚଉକାଠରେ ମରାଯାଇ ଥାଏ — The staple of a door chain