ସରସର Sarasara
- ଦେ. ବିଣ — ଜୁଡ଼ୁବୁଡ଼ୁ; ଜରଜର; ବିଶେଷଭାବରେ ତୌଳଦିଦ୍ୱାରା ଜର୍ଜରିତ ବା ଲେପିତ; ଅତି ଆର୍ଦ୍ର — Copiously anointed or drenched with oil or ghee
- ଦେ. ବିଣ — ଯାହା ଦେହରୁ କୌଣସି ଜଳୀୟ ବସ୍ତୁ ବୋହି ପଡ଼ୁ ଥାଏ — From which a liquid is dripping, much besmeard with
- ଦେ. ବିଣ — [ଉ—ପାଣି ସରସର]
- ଦେ. ବିଣ — ଅମୁକରେ ପୂର୍ଣ୍ଣ — Full of
- ଦେ. ବିଣ — [ଯଥା—ମଳି ସରସର।]
- ଦେ. ଅ (ସଂ. ସୀତ୍କାର) — କ୍ଷତର ବା ବ୍ରଣର ବ୍ଯଥା କରିବା ଅବସ୍ଥା; ସିର୍ସିର୍ — The aching condition of a boil or sore
- ଦେ. ଅ (ସଂ. ସୀତ୍କାର) — ସଲସଲ; ଗଲଗଲ ହେବା ଅବସ୍ଥା — Tickling sensation
- ଦେ. ଅ (ସଂ. ସୀତ୍କାର) — ଦେହ ରୋଗାକ୍ରାନ୍ତ ବୋଧ ହେବା ଅବସ୍ଥା — A feeling of being unwell
- ଦେ. ଅ (ସଂ. ସୀତ୍କାର) — ଖଟା ଖାଇବା ଯୋଗୁଁ ଦାନ୍ତ ସଡ଼ି ପଡ଼ିବା — An uneasy sensation felt in the teeth on taking too much sour things
- ଦେ. ବିଣର ବିଣ — ଅତ୍ୟନ୍ତ — Very much
- ଦେ. ବିଣର ବିଣ — (ଯଥା—ରଙ୍କସରସର।)
- କ୍ରି. ବିଣ — ବାରଂବାର — Repeatedly