ସରଳିବା Saraḻibā

  • ଦେ. କ୍ରି (ସଂ. ସରଳ) — ଖଣ୍ଡାକୁ ଖାପକୁ ଖାପରୁ କାଢ଼ି ହାତରେ ଖଣ୍ଡାର ପତ୍ରକୁ ସଳଖିବା — To straighten the blade of a sword after unsheathing it
  • ଦେ. କ୍ରି (ସଂ. ସରଳ) — [ଉ—ପାଇକେ ଫରିମାନ ଆଣ୍ଠରେ କଚାଡ଼ିଲେ, ସରଳି ଧୂପ ଖଣ୍ଡାମାନ ଡିଆଁଇଲେ। କୃଷ୍ଣସିଂହ, ମହାଭାରତ, ବନ।]