ସରଳତ୍ୱ Saraḻatwa

  • ସଂ. ବି (ସରଳ+ଭାବେ. ତା, ତ୍ୱ) — ଋଜୁତା — Straightness
  • ସଂ. ବି (ସରଳ+ଭାବେ. ତା, ତ୍ୱ) — ନିଷ୍କପଟତା — Frankess; sincerity
  • ସଂ. ବି (ସରଳ+ଭାବେ. ତା, ତ୍ୱ) — ନ୍ଯାୟପରତା — Uprightness; rectitude