ସରବେ Sarabe

  • ଦେ. ସର୍ବନାମ (ପଦ୍ଯ) (ସଂ. ସର୍ବ) — ସମସ୍ତେ — All
  • ଦେ. ସର୍ବନାମ (ପଦ୍ଯ) (ସଂ. ସର୍ବ) — [ଉ—ବିଷଣ୍ଣ ସରବେ ହେଲେ ରାଜାଙ୍କ ବଚନେ— ରାଧାନାଥ, ମହାଯାତ୍ରା।]
  • ଦେ. ସର୍ବନାମ (ପଦ୍ଯ) (ସଂ. ସର୍ବ) — ସମସ୍ତବ୍ଯକ୍ତି — All men; all persons
  • ଦେ. ସର୍ବନାମ (ପଦ୍ଯ) (ସଂ. ସର୍ବ) — [ଉ—କୋଇଲି! ଥାକିବାକୁ ମନ ଯେବେ ଭବେ, ଥୟେ ଦେଶ ହିତେ ମନ, ଦିଅନ୍ତୁ ସରବେ ଲୋ—ବାଳକୃଷ୍ଣ, ଅକାଳ କୋଇଲି]
  • ବୈଦେ. ବି (ଇଂ. ସର୍ଭେ) — ସର୍ଭେ [ଦେଖ] — Sarbhe (See)