ସମ୍ପଦ Sampada

  • ଦେ. ବି (ସଂ. ସଂପଦ) — ସମ୍ପତ୍ତି (ଦେଖ) — Sampatti (See)
  • ସଂ. ବି (ବହୁବ୍ରୀହି; ସମ+ପଦ) — ଯୁକ୍ତ ପଦରେ ଠିଆହେବା (ବିଶ୍ୱକୋଷ) — Standing with the legs joined together