ସମୁଚ୍ଚୟ Samuchchaya

  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — ସମାହାର — Aggregate
  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — ସମୂହ — Multitude
  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — ସଂଗ୍ରହ — Collection
  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — ରାଶି — Heap
  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — ଗଣନା; ଇୟତ୍ତା — Counting; estimate
  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — (ବ୍ୟାକରଣ) ବହୁ ପଦାର୍ଥର ଏକ କ୍ରିୟାରେ ଅନ୍ୱୟ (ଏବଂ, ଚ, ତଥା ଆଦି ଶବ୍ଦ ପ୍ରୟୋଗ ଦ୍ୱାରା ଏହା କରାଯାଏ) — (grammar) Many words being governed by a single verb (by using the words and, also, or, too)
  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — ଅର୍ଥାଳଙ୍କାରବିଶେଷ — A figure of speech
  • ସଂ. ବି (ସମ୍+ଉତ୍+ଚି ଧାତୁ=ଚୟନ କରିବା+ ଭାବ. ଅ) — [ଦ୍ର—ଯେଉଁଠାରେ କୌଣସି କାର୍ଯ୍ୟ ଗୋଟିଏ କ୍ରିୟାଦ୍ୱାରା ସିଦ୍ଧ ହୋଇ ପାରେ ସେଠାରେ ଏକାଧିକ କ୍ରିୟାର ପ୍ରୟୋଗ ହେଲେ ଏହି ଅଳଙ୍କାର ହୁଏ; ଯଥା—'ଏକେଇ କାଳୀ, ପିନ୍ଧିଛି କାଚ କୋଚିଲା ମାଳୀ, ପିନ୍ଧିଅଛି ସେହି ନେଳିଆ ଶାଢ଼ୀ, ତହିଁକି ହୋଇଛି ରାନ୍ଧଣା ପାଳି—ଢଗ। ଏ ସ୍ଥଳରେ କାଳୀ ସ୍ତ୍ରୀ ଲୋକ ପ୍ରଥମତଃ ଦେଖିବାକୁ ଅସୁନ୍ଦର, ଏଥିରେ ପୁଣି ଅଳଙ୍କାର ପିନ୍ଧିଛି କାଚ କୋଚିଲା ମାଳି, ଏଥିରେ ପୁଣି ପରିଧାନ ନେଳିଆ ଶାଢ଼ୀ, ଫେର ସେ ସ୍ତ୍ରୀର ରାନ୍ଧଣା ପାଳି ହୋଇଥିବାରୁ ତା ଦେହ ଓ ଲୁଗାପଟା ଯାକରେ ହାଣ୍ଡି କଳା ଲାଗିଅଛି। ଅତଏବ ଉକ୍ତ ସ୍ତ୍ରୀଲୋକ ଅତି କୁତ୍ସିତା ଦେଖା ଯାଉଅଛି; ଯେଉଁଠାରେ କାରଣ ସକଳ ମିଳିତ ହୋଇ କାର୍ଯ୍ୟ ବିଶେଷ ଉତ୍ପାଦନ କରେ ସେଠାରେ ସମୁଚ୍ଚୟ ଅଳଙ୍କାର ହୁଏ—ବିଶ୍ୱକୋଷ।]