ସମାପ Samāpa

  • ସଂ. ବି (ବହୁବ୍ରୀହି; ସମ=ସମାନ+ଅପ୍=ଜଳ ଯହିଁରେ; ସମ୍+ଅପ୍+ଅ) — ଦେବଯଜନ ସ୍ଥାନ — A place for vedic worship
  • ସଂ. ବି (ବହୁବ୍ରୀହି; ସମ=ସମାନ+ଅପ୍=ଜଳ ଯହିଁରେ; ସମ୍+ଅପ୍+ଅ) — ଯଜ୍ଞ — Vedic sacrifice