ସମାକାର Samākāra

  • ସଂ. ବି (କର୍ମଧା) — ସମାନ ଆକାର — Similar shape
  • ସଂ. ବିଣ (ବହୁବ୍ରୀହି) — ତୁଲ୍ୟ ଆକାରବିଶିଷ୍ଟ — Having similar shape