ସମହ୍ୟା Samahyā

  • ସଂ. ବି—(ସମ୍=ସମ୍ୟକ୍+ଅହ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଯ+ଆ) ଖ୍ୟାତି; ଯଶଃ; କୀର୍ତ୍ତି (ଶବ୍ଦରତ୍ନାବଳୀ) — Fame; renown; celebrity