ସମତ୍ତ Samatta

  • ଦେ. ବିଣ (ସଂ. ସମର୍ଥ) — ସମର୍ଥ — Able
  • ଦେ. ବିଣ (ସଂ. ସମର୍ଥ) — ଉପଯୁକ୍ତ — Fit
  • ଦେ. ବିଣ (ସଂ. ସମର୍ଥ) — ମଜଭୁତ; ବଳବାନ୍ — Strong
  • ଦେ. ବିଣ (ସଂ. ସମର୍ଥ) — (ସ୍ତ୍ରୀ) ସ୍ୱାମିଗୃହକୁ ଯାଇ ସେଠାରେ ସ୍ୱାମୀଙ୍କ ସଙ୍ଗେ ଘର କରିବା ପାଇଁ ଉପଯୁକ୍ତା (ଯୁବତୀ କନ୍ଯା) — (a girl) Who is fully devoleped and fit to live with her husband for cansummation of marriage