ସଫା କଥା Saphā kathā

  • ଦେ. ବି.—(ଆ. ସାଫ୍+ସଂ. କଥା) — ସୁସ୍ପଷ୍ଟ କଥା — Clear or distinct speech
  • ଦେ. ବି.—(ଆ. ସାଫ୍+ସଂ. କଥା) — ସରଳ ବା ନିଷ୍କପଟ କଥା — Frank words