ସଫଳ Saphaḻa
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — ଫଳବାନ୍ — Bearing fruit; fructified
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — ଫଳ ବିଶିଷ୍ଟ — Fruitful
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — ଯେଉଁ ଗଛରେ ଫଳ ଧରିଥାଏ — Fruit-bearing (tree)
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — ଲାଭଜନକ — Attended with profit; profitable
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — ଫଳରେ ବା କାର୍ଯ୍ୟରେ ଘଟିବା — Realised
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — ଅମୋଘ; ସୁସିଦ୍ଧ — Efficacious; effectual
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — ଯହିଁରେ ଅଶାନୁରୂପ ଫଳ ମିଳେ — Attended with the desired or hoped for result
- ସଂ. ବିଣ. (ସ=ସହିତ+ଫଳ, ସହାର୍ଥ ବହୁବ୍ରୀହି; ଫଳ ସହିତ ବର୍ତ୍ତମାନ) — (ଉ—ସଫଳ ହୋଇଛି ତୁମ୍ଭର ଆଶା କି ରାଜନ? କୃଷ୍ଣସିଂହ, ମହାଭାରତ, ସଭା।)