ସଫର Saphara

  • ସଂ. ବି—(ସ୍ଫୁର୍. ଧାତୁ+କର୍ତ୍ତୃ. ଅ; ଯେ ଜଳରେ ସ୍ଫୂର୍ତ୍ତି ପାଏ, ଅର୍ଥାତ୍ ପାର୍ଶ୍ୱଦ୍ୱାରା ଗତି କରେ) — (ଶଫରର ଅନ୍ଯରୂପ) ଶଫର (ଦେଖ) — Ṡaphara. (See)
  • ସଂ. ବି—(ସ୍ଫୁର୍. ଧାତୁ+କର୍ତ୍ତୃ. ଅ; ଯେ ଜଳରେ ସ୍ଫୂର୍ତ୍ତି ପାଏ, ଅର୍ଥାତ୍ ପାର୍ଶ୍ୱଦ୍ୱାରା ଗତି କରେ) — (ଭରତକୃତ ଅମର ଟୀକା)