ସଫର୍ Saphar

  • ବୈଦେ (ଆରବୀ)—ବି — ପର୍ଯ୍ୟଟନ; ଦେଶାନ୍ତରେ ଭ୍ରମଣ — Travelling abroad; tour; journey
  • ବୈଦେ (ଆରବୀ)—ବି — ବିଦେଶବାସ — Sojourn
  • ବୈଦେ (ଆରବୀ)—ବି — ଜଳ ଯାତ୍ରା (ବିଶ୍ୱକୋଷ) — Voyage