ସପ୍ଳେଇ Saplei

  • ବୈଦେ. ବି. ପ୍ରାଦେ (ଗଞ୍ଜାମ)—(ଇଂ. ସପ୍ଳାଇ) — ଆଗନ୍ତୁକଙ୍କ ଖାଦ୍ୟ ସାମଗ୍ରୀ ପାଇଁ ପଠାଯିବା ଅସିଦ୍ଧ ବସ୍ତୁଚୟ—ଡାଲି, ଚାଉଳ, ପରିବା ଓଗେର ସିଧା — A supply of victuals sent to a guest