ସପ୍ରତିଭ Sapratibha
- ସଂ. ବିଣ. ପୁଂ (ସ=ସହିତ+ପ୍ରତିଭା; ପ୍ରତିଭା ସହିତ ବର୍ତ୍ତମାନ) — ଅସାଧାରଣ ବୁଦ୍ଧିସମ୍ପନ୍ନ — Possessing extra-ordinary genius
- ସଂ. ବିଣ. ପୁଂ (ସ=ସହିତ+ପ୍ରତିଭା; ପ୍ରତିଭା ସହିତ ବର୍ତ୍ତମାନ) — ପ୍ରତିଭାନ୍ନିତ; ମେଧାବୀ — Acute; witty; intelligent
- ସଂ. ବିଣ. ପୁଂ (ସ=ସହିତ+ପ୍ରତିଭା; ପ୍ରତିଭା ସହିତ ବର୍ତ୍ତମାନ) — ପ୍ରତ୍ୟୁତ୍ପନ୍ନ— ମତି — Ready-witted