ସପ୍ତା Saptā
- ଦେ. ବି. — (ସଂ. ସପ୍ତାହ)—ସପ୍ତାହ — A week
- ଦେ. ବି. — ସପ୍ତାହକାଳ ଅହୋରାତ୍ର ବୋଲାଯାଇ ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ଭାଷାଭାଗବତ 12 ସ୍କନ୍ଧଯାକ ପାଠ କରାଯିବା ରୂପ ଅନୁଷ୍ଠାନ — ସପ୍ତାହକାଳ ଅହୋରାତ୍ର ବୋଲାଯାଇ ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ଭାଷାଭାଗବତ1ସ୍କନ୍ଧଯାକ ପାଠ କରାଯିବା ରୂପ ଅନୁଷ୍ଠାନ—The reading out course Oriya Bhāgabata in the course of 7 days & nights continuously
- ଦେ. ବି. — [ଦ୍ର—ଲୋକେ ମାନସିକ କରି କିମ୍ବା ଗ୍ରାମରେ ମହାମାରୀ ଆଦି ଉପସ୍ଥିତ ହେଲେ ତନ୍ନିବାରଣ କାମନା କରି ଅହୋରାତ୍ର 7 ଦିନ ଭାଗବତ ପାଠ କରାନ୍ତି ବା 'ସପ୍ତା ବସାନ୍ତି'। ଏହା ଶେଷ ହେଲେ ପୂଜା ଓ ଉତ୍ସବ ଆଦି କରାଯାଏ। ଏ ସାତ ଦିନଯାକ ପଞ୍ଚାଏ ଲେଖାଏଁ ପାଠକ ପାଳିକରି ଭାଗବତ ବୋଲୁ ଥାଆନ୍ତି। ପଞ୍ଝାଏ ବୋଲି ବୋଲି ଥକି ଗଲେ ଆଉ ପଞ୍ଝାଏ ବୋଲନ୍ତି।] — [ଦ୍ର—ଲୋକେ ମାନସିକ କରି କିମ୍ବା ଗ୍ରାମରେ ମହାମାରୀ ଆଦି ଉପସ୍ଥିତ ହେଲେ ତନ୍ନିବାରଣ କାମନା କରି ଅହୋରାତ୍ର7ଦିନ ଭାଗବତ ପାଠ କରାନ୍ତି ବା 'ସପ୍ତା ବସାନ୍ତି' ଏହା ଶେଷ ହେଲେ ପୂଜା ଓ ଉତ୍ସବ ଆଦି କରାଯାଏ ଏ ସାତ ଦିନଯାକ ପଞ୍ଚାଏ ଲେଖାଏଁ ପାଠକ ପାଳିକରି ଭାଗବତ ବୋଲୁ ଥାଆନ୍ତି ପଞ୍ଝାଏ ବୋଲି ବୋଲି ଥକି ଗଲେ ଆଉ ପଞ୍ଝାଏ ବୋଲନ୍ତି]
- ଦେ. ବି. — (ସଂ ସପ୍ତମ)— ଶନିସପ୍ତା; ଶନିଗ୍ରହର ଲଗ୍ନଠାରୁ 7 ମ, 8 ମ ଓ 9 ମ ରାଶିରେ ଥିବା ଅବସ୍ଥା—(ଏହା ଅତି ଅଶୁଭ ଫଳପ୍ରଦ) — (ସଂ ସପ୍ତମ)— ଶନିସପ୍ତା; ଶନିଗ୍ରହର ଲଗ୍ନଠାରୁ7ମ,8ମ ଓ9ମ ରାଶିରେ ଥିବା ଅବସ୍ଥା—(ଏହା ଅତି ଅଶୁଭ ଫଳପ୍ରଦ)—. (Astrology) The state of the planet Saturn being in its 7th, 8th and 9th places from a man's natal sign
- ସଂ. ବିଣ—(ସପ୍ତ +ଅ) — ସପ୍ତମ ଅଷ୍ଟମ ଓ ନବମର ପୂରଣ — The 7th, 8th and 9th
- ସଂ. ବିଣ—(ସପ୍ତ +ଅ) — [ଯଥା—ଶନିସପ୍ତା]
- ସଂ. ବିଣ—(ସପ୍ତ +ଅ) — ସପ୍ତାହବ୍ୟାପୀ — Extending over a week
- ସଂ. ବିଣ—(ସପ୍ତ +ଅ) — [ଯଥା—ସପ୍ତାଭାଗବତ]