ସପୁର୍ Sapur
- ପ୍ରାଦେ. (ସମ୍ବଲପୁର, ପାଟଣା, ବୌଦ୍ଧ, ବାମଣ୍ତା). ବିଣ — ସରୁ; କ୍ଷୀଣ — Tender; fine
- ପ୍ରାଦେ. (ସମ୍ବଲପୁର, ପାଟଣା, ବୌଦ୍ଧ, ବାମଣ୍ତା). ବିଣ — (ଉ—ସପୁର୍ ଲୁଗା, ସପୁର୍ ଚାଉଲ୍।)
- ପ୍ରାଦେ. (ସମ୍ବଲପୁର, ପାଟଣା, ବୌଦ୍ଧ, ବାମଣ୍ତା). ବିଣ — ଅଣଓସାରିଆ — Narrow
- ପ୍ରାଦେ. (ସମ୍ବଲପୁର, ପାଟଣା, ବୌଦ୍ଧ, ବାମଣ୍ତା). ବିଣ — ଅତିକ୍ଷୁଦ୍ର — Tiny