ସପତଣୀ Sapataṇī

  • ଦେ. ବି. — ସ୍ତ୍ରୀ (ପଦ୍ଯ) (ସଂ. ସପତ୍ନୀ) — A co-wife; one of the wives of the same husband
  • ଦେ. ବି. — [ଉ—ସପତଣୀ ହିଂସା ମୋଠାରୁ ଦୂରକରି, ଛାଡ଼ ମୋ ପତିଙ୍କି ବସନ୍ତୁ କୋଳେ ଧରି।—କୃଷ୍ଣସିଂହ, ମହାଭାରତ, ଶଲ୍ୟ]