ସପକ୍ଷ Sapaksha
- ସଂ. ବିଣ. (ସ=ସମାନ+ପକ୍ଷ=ଦଳ ଯାହାର; ବହୁବ୍ରୀହି) ଏକ ପକ୍ଷାବଲମ୍ବୀ — Belonging to the same side or party; partisan
- ସଂ. ବିଣ. (ସ=ସମାନ+ପକ୍ଷ=ଦଳ ଯାହାର; ବହୁବ୍ରୀହି) ସାହାଯ୍ୟକାରୀ — Helping; assisting
- ସଂ. ବିଣ. (ସ=ସମାନ+ପକ୍ଷ=ଦଳ ଯାହାର; ବହୁବ୍ରୀହି) ଅନୁକୂଳ — Favourable
- ସଂ. ବିଣ. (ସ=ସମାନ+ପକ୍ଷ=ଦଳ ଯାହାର; ବହୁବ୍ରୀହି) ତୁଲ୍ୟ — Similar; equal
- ସଂ. ବିଣ. (ସ=ସମାନ+ପକ୍ଷ=ଦଳ ଯାହାର; ବହୁବ୍ରୀହି) (ସହାର୍ଥ ବହୁବ୍ରୀହି) ପକ୍ଷ ବା ଡେଣାଯୁକ୍ତ — Winged