ସନ୍ଦୀ Sandī
- ସଂ. ବିଣ. ସ୍ତ୍ରୀ (ସମ୍+ଦୋ ଧାତୁ=ଛେଦନ କରିବା+କର୍ମ. ଅ+ସ୍ତ୍ରୀ. ଈ) — ଶଯ୍ଯା — Bed
- ସଂ. ବିଣ. ସ୍ତ୍ରୀ (ସମ୍+ଦୋ ଧାତୁ=ଛେଦନ କରିବା+କର୍ମ. ଅ+ସ୍ତ୍ରୀ. ଈ) — ଖଟ — Bedstead
- ସଂ. ବିଣ. ସ୍ତ୍ରୀ (ସମ୍+ଦୋ ଧାତୁ=ଛେଦନ କରିବା+କର୍ମ. ଅ+ସ୍ତ୍ରୀ. ଈ) — ଅସନ୍ଦୀ; ଚଉକୀ — A stool; a small chair