ସନ୍ଥ Santha

  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — ସତ୍ପୁରୁଷ ସଚ୍ଚରିତ୍ର ବ୍ଯକ୍ତି; ସାଧୁ ବ୍ଯକ୍ତି — A good person
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — (ଉ— ପୂର୍ବେ ଅଶେଷ ମୁନି ସନ୍ଥେ, ମୋକ୍ଷ ହୋଇଲେ ଯେଉଁ ପଥେ। ଜଗନ୍ନାଥ, ଭାଗବତ।)
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — ଧାର୍ମିକ ବ୍ଯକ୍ତି — A pious person
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — (ଉ—ଅଶାନ୍ତକୁ ଶାନ୍ତ ଯେ ଅସନ୍ଥକୁ ସନ୍ଥ, କରୁଥିବାରୁ ଦଣ୍ଡ ବୋଲନ୍ତି ଜଗତ। କୃଷ୍ଣସିଂହ, ମହଭାରତ, ଶାନ୍ତି।)
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — ମହାପୁରୁଷ — A great man
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — ସାଧାରଣ ବୈରାଗୀ; ବାବାଜି — A recluse; an anchorite
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — [ଦ୍ର— ଉପର୍ଯ୍ୟୁକ୍ତ 4 ଅର୍ଥରେ ଏ ଶବ୍ଦର ସ୍ତ୍ରୀଲିଙ୍ଗ ଆକାର ଭାଷାରେ ବ୍ଯବହୃତ ହୁଏ ନାହିଁ।] — [ଦ୍ର— ଉପର୍ଯ୍ୟୁକ୍ତ4ଅର୍ଥରେ ଏ ଶବ୍ଦର ସ୍ତ୍ରୀଲିଙ୍ଗ ଆକାର ଭାଷାରେ ବ୍ଯବହୃତ ହୁଏ ନାହିଁ]
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — ଅଭ୍ୟାସ ବା ଆୟତ୍ତ କରିବା ପାଇଁ ଗୁରୁଙ୍କଠାରୁ ଗ୍ରନ୍ଥର ଗ୍ରହଣ କରିବା ନୂତନ ପାଠ — New lesson imparted or set to a student by a teacher for preparing it
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — (ଉ—ପ୍ରେମ—ଗୁରୁଠାରୁ ଶିଖିଲା ସେ ଆତ୍ମ— ବିସ୍ମୃତିର ଅଦ୍ୟ ସନ୍ଥ। ରାଧାନାଥ, ଯଯାତି।)
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — [ଦ୍ର— ସଂ. ସନ୍ତ=ଦୁଇ ହାତକୁ ଯୋଡ଼ିବା ଅବସ୍ଥା। ସମ୍ଭବତଃ ଛାତ୍ର ଗୁରୁଙ୍କଠାରୁ 'ସନ୍ଥ' ଗ୍ରହଣ କଲାବେଳେ ଦୁଇ ହାତ ଯୋଡ଼ି କରି ତାଙ୍କ ଆଗରେ ଅବିହିତଚିତ୍ତ ହୋଇ ଠିଆ ହେବାର ରୀତିରୁ ଏହି ଶବ୍ଦର ଏହି ଅର୍ଥ ଆସିଅଛି।]
  • ଦେ. ବି. ପୁଂ (ସଂ. ସତ୍ ଶବ୍ଦର ପୁଂଲିଙ୍ଗ ପ୍ରଥମା ବିଭକ୍ତ ବହୁବଚନ ସନ୍ଥ; ପ୍ରା. ସନ୍ଥ) — (ପୁଂ) ଲୋକଙ୍କୁ ଦିଆଯିବା ନାମ — A name given to males
  • ଦେ. ବିଣ — ସାଧୁଶୀଳ; ସତ୍ଶୀଳ — Honest; noble; good (person)