ସନେଟ୍ Saneṭ

  • ବୈଦେ. ବି (ଇଂ) — ଚତୁର୍ଦ୍ଦଶ ଅକ୍ଷର ବିଶିଷ୍ଟ ଚତୁର୍ଦ୍ଦଶ ପଦ ବା ପଂକ୍ତିଯୁକ୍ତ କବିତା — Sonnet
  • ବୈଦେ. ବି (ଇଂ) — [ଦ୍ର— ଏହା ଇଂରାଜି ସାହିତ୍ୟରେ ପ୍ରଥମେ ମିଲଟନ୍ କବି ଲେଖିଥିଲେ ଓ କ୍ରମଶଃ ଏହା ବଙ୍ଗ ଓ ଉତ୍କଳର କବି— ମାନେ ଲେଖୁଅଛନ୍ତି।]