ସନାଭି Sanābhi

  • ସଂ. ବି (ସ=ସହିତ+ନାଭି) — ସପ୍ତ ପୁରୁଷାନ୍ତର୍ଗତ ସପିଣ୍ଡ; ଜ୍ଞାତି; ସପିଣ୍ଡ (ଦେଖ) — Agnate (within 7 degrees)
  • ସଂ. ବିଣ — ସ୍ନେହଯୁକ୍ତ — Affectionate
  • ସଂ. ବିଣ — ସଦୃଶ — Similar