ସଦ୍ମ Sadma
- ସଂ. ବି. କ୍ଳୀ (ସଦ୍ ଧାତୁ=ଗମନ+ଅଧିକରଣ ମନ୍; ସଦ୍ମନ୍ ଶବ୍ଦର 1 ମା. 1 ବ; ମନୁଷ୍ୟମାନେ ବିଶ୍ରାମାର୍ଥ ଯେଉଁଠାକୁ ଗମନ କରନ୍ତି) — ନିକେତନ; ଗୃହ; ଘର — House; home
- ସଂ. ବି. କ୍ଳୀ (ସଦ୍ ଧାତୁ=ଗମନ+ଅଧିକରଣ ମନ୍; ସଦ୍ମନ୍ ଶବ୍ଦର 1 ମା. 1 ବ; ମନୁଷ୍ୟମାନେ ବିଶ୍ରାମାର୍ଥ ଯେଉଁଠାକୁ ଗମନ କରନ୍ତି) — ବାସଗୃହ — Residence; abode
- ସଂ. ବି. କ୍ଳୀ (ସଦ୍ ଧାତୁ=ଗମନ+ଅଧିକରଣ ମନ୍; ସଦ୍ମନ୍ ଶବ୍ଦର 1 ମା. 1 ବ; ମନୁଷ୍ୟମାନେ ବିଶ୍ରାମାର୍ଥ ଯେଉଁଠାକୁ ଗମନ କରନ୍ତି) — ଭଦ୍ରାସନ; ପୈତୃକ ବାସଗୃହ — Residential house; one's ancestral house
- ସଂ. ବି. କ୍ଳୀ (ସଦ୍ ଧାତୁ=ଗମନ+ଅଧିକରଣ ମନ୍; ସଦ୍ମନ୍ ଶବ୍ଦର 1 ମା. 1 ବ; ମନୁଷ୍ୟମାନେ ବିଶ୍ରାମାର୍ଥ ଯେଉଁଠାକୁ ଗମନ କରନ୍ତି) — (+କର୍ତ୍ତୃ ମନ୍; ଯାହା ଗତି କରେ) ଜଳ — Water