ସଦୃକ୍ Sadṛuk

  • ସଂ. ବିଣ. ପୁଂ (ସ=ସମାନ, ଅନୁରୂପ+ଦୃଶ୍ ଧାତୁ= ଦେଖିବା+କର୍ମ. କ୍ୱିପ୍; ସଦୃଶ୍ ଶବ୍ଦର 1 ମା. 1 ବ) — ସଦୃଶ; ତୁଲ୍ୟ; ଅନୁରୂପ — Salimar
  • ସଂ. ବିଣ. ପୁଂ (ସ=ସମାନ, ଅନୁରୂପ+ଦୃଶ୍ ଧାତୁ= ଦେଖିବା+କର୍ମ. କ୍ୱିପ୍; ସଦୃଶ୍ ଶବ୍ଦର 1 ମା. 1 ବ) — ଉପଯୁକ୍ତ; ଯୋଗ୍ୟ — Fit; fitting