ସତ୍ୟ Satya
- ସଂ. ବିଣ (ସତ୍ୟ+ଯ) — ପ୍ରକୃତ; ଯଥାର୍ଥ — 1. Actual
- ସଂ. ବିଣ (ସତ୍ୟ+ଯ) — ଯାହା ଭ୍ରମାତ୍ମକ ନୁହେଁ; ଠିକ୍ — Right
- ସଂ. ବିଣ (ସତ୍ୟ+ଯ) — ଯାହା ମିଥ୍ୟା ନୁହେ — True
- ସଂ. ବିଣ (ସତ୍ୟ+ଯ) — ନିତ୍ୟ; ଅବିନାଶୀ — Permanent; indestructible
- ସଂ. ବିଣ (ସତ୍ୟ+ଯ) — ନିଃସନ୍ଦେହ; ନିଶ୍ଚିତ — Certain; sure
- କ୍ରି. ବିଣ (ସଂ. ସତ୍ୟଂ) — ଯଥାର୍ଥରେ — Really
- କ୍ରି. ବିଣ (ସଂ. ସତ୍ୟଂ) — ପ୍ରକୃତରେ — Actually
- କ୍ରି. ବିଣ (ସଂ. ସତ୍ୟଂ) — ନିଶ୍ଚେ — Certainly; verily
- ବି — ନିତ୍ୟତା; ଅନଶ୍ୱରତା — Permanence; indestructibility
- ବି — ଯାଥାର୍ଥ୍ୟ — Reality
- ବି — ଯଥାର୍ଥ କଥନ; ଅମିଥ୍ୟା; ପ୍ରକୃତ ଘଟନାର ବର୍ଣ୍ଣନା — Speaking what is true; truth
- ବି — ପବିତ୍ରତା — Purity