ସତ୍ଫଳ Sat-phaḻa

  • ସଂ. ବି. (କର୍ମଧା; ସତ୍+ଫଳ) — ସୁଫଳ — Good result
  • ସଂ. ବି. (କର୍ମଧା; ସତ୍+ଫଳ) — (ବହୁବ୍ରୀହି; ବୈଦ୍ଯକ) ଡାଳିମ୍ବବୃକ୍ଷ — Pomegranet tree