ସତ୍ତମ Sattama

  • ସଂ. ବିଣ (ସତ୍=ଉତ୍ତମ+ଅତିଶୟାର୍ଥେ ତମ) — ଅତି ଉତ୍ତମ; ସର୍ବୋତ୍ତମ; ଉତ୍କୃଷ୍ଟ — Best; very good
  • ସଂ. ବିଣ (ସତ୍=ଉତ୍ତମ+ଅତିଶୟାର୍ଥେ ତମ) — ପୂଜ୍ୟତମ — Most veneable
  • ସଂ. ବିଣ (ସତ୍=ଉତ୍ତମ+ଅତିଶୟାର୍ଥେ ତମ) — [ଦ୍ର—ଏହା ବିଶେଷ୍ୟ ପରେ ଯୁକ୍ତ ହୁଏ; ଯଥା—ଦ୍ୱିଜସତ୍ତମ, ନୃପସତ୍ତମ, ନାରୀସତ୍ତମା।]