ସତାର Satāra

  • ସଂ. ବିଣ. (ବହୁବ୍ରୀହି) — (ସ+ତାରା) ତାରା ସହିତ ବିଦ୍ଯମାନ ବା ଯୁକ୍ତ — Having or furnished with stars
  • ସଂ. ବିଣ. (ବହୁବ୍ରୀହି) — (ସ+ତାର) ସତନ୍ତ୍ର (ବିଶ୍ୱକୋଷ) — Furnished with strings