ସଣ ଭଣ Saṇa bhaṇa

  • ଦେ. ଅ (ସଂ. ସ୍ୱନ୍ ଧାତୁ=ଶବ୍ଦ କରିବା) — (ଧ୍ୱନ୍ୟର୍ଥକ) ସାଲୁ ସାଲୁ; ରଣଭଣ; ଖାଦ୍ୟାଦିକୁ ମାଛି ଗୁଡ଼ାଏ ବା କୀଟମାନେ ବେଢ଼ିବା ଅବସ୍ଥା; ଘାଆରେ କୃମି ବଢ଼ିବା ଅବସ୍ଥା; ମୁଣ୍ଡରେ ଉକୁଣି ସାଲୁ ସାଲୁ ହେବା ଅବସ୍ଥା — The state of (food etc) being infested with fleas, maggots etc
  • ଦେ. ଅ (ସଂ. ସ୍ୱନ୍ ଧାତୁ=ଶବ୍ଦ କରିବା) — କୌଣସି ସ୍ଥାନରେ ପଙ୍କ ବା ବିଷ୍ଠା ଆଦି ପୂରିବା ଅବସ୍ଥା — The state of a place being strewn with mud, nightsoil or filth
  • ଦେ. ଅ (ସଂ. ସ୍ୱନ୍ ଧାତୁ=ଶବ୍ଦ କରିବା) — ପଚା ଜିନିଷ ଓ ମଇଳା ଆଦି ପୂର୍ଣ୍ଣ ହେବା ଯୋଗୁଁ କୌଣସି ପଦାର୍ଥ ବା ସ୍ଥାନ ଗନ୍ଧାଇବା ଅବସ୍ଥା — The state of a place being full of putrid and foul smell
  • ଦେ. ଅ (ସଂ. ସ୍ୱନ୍ ଧାତୁ=ଶବ୍ଦ କରିବା) — [ଉ—ରଜା ପୁଅ ମୂଷା ମାଟି ରଣଭଣ ବିଲେଇ ଗୁହ ସଣସଣ, ଗୋଟାଏ ଘରେ କବାଟ କିଳି ମୁହଁ ମାଡ଼ି ଶୋଇଲା—କାହାଣୀ]
  • ଦେ. ବିଣ — ମକ୍ଷିକା, ବିଷ୍ଠା, କୀଟ, ମଇଳା, ଆଦି ଦ୍ୱାରା ପୂର୍ଣ୍ଣ (ସ୍ଥାନ) — (a place) Full of filth, maggots, nightsoil etc; Filthy (place)
  • ଦେ. ବିଣ — ପୂତି ଗନ୍ଧମୟ ସ୍ଥାନ — (place) Full of putrid and foul smell