ସଡ୍ୟୋହତ Sadyohata

  • ସଂ. ବିଣ. ପୁଂ (ସଦ୍ୟଃ+ହତ) — ଯେ ଅଳ୍ପକ୍ଷଣ ହେଲା ହତ ହୋଇଅଛି — Recently killed (animal)
  • ସଂ. ବି. ପୁଂ — ଅଳ୍ପକ୍ଷଣ ହେଲା ହତ ହୋଇଥିବା ଜୀବ — A recently killed animal