ସଡ଼କ Saṟḍ̠aka

  • ଦେ.ବି (ସଂ. ସଡ଼କ; ସରଣୀ) — ରାଜଦାଣ୍ଡ — Highway
  • ଦେ.ବି (ସଂ. ସଡ଼କ; ସରଣୀ) — ରାସ୍ତା — Road
  • ଦେ.ବି (ସଂ. ସଡ଼କ; ସରଣୀ) — ବନ୍ଧା ହୋଇଥିବା ବା ନିର୍ମିତ ରାସ୍ତା — A constructed road
  • ଦେ.ବି (ସଂ. ସଡ଼କ; ସରଣୀ) — [ଦ୍ର—ଏ ଶବ୍ଦର ପୂର୍ବେ ଅନ୍ଯ ଶବ୍ଦ ବ୍ଯବହୃତ ହୋଇ ଯେଉଁ ସବୁ ଶବ୍ଦ ନିଷ୍ପନ୍ନ ହୁଏ ସେହି ସବୁ ଯୁକ୍ତ ଶବ୍ଦ ମାନଙ୍କ ପାଇଁ ରାସ୍ତାତଳେ ଦେଖ।]