ସଞ୍ଝ San̄jha
- ସଂ. ବି (ସମ୍=ସମାନ ରୂପେ+ଜନ୍ ଧାତୁ=ସୃଷ୍ଟି କରିବା +କରଣ. ଅ; ଯାହାଙ୍କ ଦ୍ୱାରା ସମସ୍ତ ଜୀବ ସମାନ ରୂପେ ସୃଷ୍ଟ ହୋଇ ଅଛନ୍ତି) — ବ୍ରହ୍ମା — Brahmā
- ସଂ. ବି (ସମ୍=ସମାନ ରୂପେ+ଜନ୍ ଧାତୁ=ସୃଷ୍ଟି କରିବା +କରଣ. ଅ; ଯାହାଙ୍କ ଦ୍ୱାରା ସମସ୍ତ ଜୀବ ସମାନ ରୂପେ ସୃଷ୍ଟ ହୋଇ ଅଛନ୍ତି) — ଶିବ; ମହାଦେବ — Ṡiba
- ଦେ. ବି (ସଂ. ସନ୍ଧ୍ୟା; ପ୍ରା. ସଂଝା) — ସନ୍ଧ୍ୟା; ସାୟଂକାଳ — Evening; nightfall
- ଦେ. ବି (ସଂ. ସନ୍ଧ୍ୟା; ପ୍ରା. ସଂଝା) — [ଉ— ଜହ୍ନୀ ଫୁଲର ଆଇ(ୟୁ)ଷ ପାଆ, ସଞ୍ଜେ ଫୁଟି ସକାଳେ ଯାଆ। ଅଭିଶାପ ବାକ୍ୟ ଓ ବ୍ୟଙ୍ଗ୍ୟୋକ୍ତି।]
- ଦେ. ବି (ସଂ. ସନ୍ଧ୍ୟା; ପ୍ରା. ସଂଝା) — ସନ୍ଧ୍ୟା— କାଳରେ ଦେବତାଙ୍କ ଉଦ୍ଦେଶ୍ୟରେ ବସାଯିବା ବତୀ; ସଞ୍ଜବତୀ — A wick lighted and set in the evening and dedicated to a Deity
- ଦେ. ବିଣ — ସନ୍ଧ୍ୟାକାଳୀନ — Pertaining to or happening in the evening
- ଦେ. ବିଣ — [ଉ—ସଞ୍ଜ କୁମୁଦ ସମ ହାସ ବିଳାସ। କବିସୂର୍ଯ୍ୟ, ସଙ୍ଗୀତ।]