ସଞ୍ଚୟ San̄chaya
- ସଂ. ବି (ସମ୍+ଚି ଧାତୁ=ଏକତ୍ର କରିବା+ଭାବ. ଅ) — ସମୂହ — Multitude
- ସଂ. ବି (ସମ୍+ଚି ଧାତୁ=ଏକତ୍ର କରିବା+ଭାବ. ଅ) — ସଂଗ୍ରହ — Collection
- ସଂ. ବି (ସମ୍+ଚି ଧାତୁ=ଏକତ୍ର କରିବା+ଭାବ. ଅ) — ସଂଗୃହୀତ ବସ୍ତୁଚୟର ରାଶୀ— କରଣ — Heaping of collected things
- ସଂ. ବି (ସମ୍+ଚି ଧାତୁ=ଏକତ୍ର କରିବା+ଭାବ. ଅ) — ରାଶି; ଗଦା — Heap; accumulation
- ସଂ. ବି (ସମ୍+ଚି ଧାତୁ=ଏକତ୍ର କରିବା+ଭାବ. ଅ) — ରାଶୀକୃତ ଧନ — Hoard; stored wealth
- ସଂ. ବି (ସମ୍+ଚି ଧାତୁ=ଏକତ୍ର କରିବା+ଭାବ. ଅ) — ଜମା; ପାଣ୍ଠି — Stock; store