ସଜାତୀୟ Sajātīya
- ସଂ. ବିଣ. (ସ=ସହିତ+ଜାତୀୟ) — ଏକ ଜାତୀୟ — Of the same class or species or caste
- ସଂ. ବିଣ. (ସ=ସହିତ+ଜାତୀୟ) — ସମାନ ଜାତୀୟ — Of similar class or caste species
- ସଂ. ବିଣ. (ସ=ସହିତ+ଜାତୀୟ) — ସବର୍ଣ୍ଣ — Of the same caste
- ସଂ. ବିଣ. (ସ=ସହିତ+ଜାତୀୟ) — ଏକବିଧ — Of the same kind
- ସଂ. ବିଣ. (ସ=ସହିତ+ଜାତୀୟ) — ଏକଧର୍ମାକ୍ରାନ୍ତ — Of the same religion or attribute
- ସଂ. ବିଣ. (ସ=ସହିତ+ଜାତୀୟ) — ସଦୃଶ; ତୁଲ୍ୟ — Similar; like