ସଜାଉ Sajāu

  • ଦେ. ବି (ସଂ. ସଜ୍ଜା) — ବାଦ୍ୟବିଶେଷ; ଢୋଲ — A sort of musical instrument; drum
  • ଦେ. ବି (ସଂ. ସଜ୍ଜା) — (ଉ—ବାଜିଲା ସଜାଉ ଆଉ ଟମକ ନିଷାଣ ସାରଳା, ମହାଭାରତ, ସଭା)